STORYMIRROR

Narottam Naik

Tragedy Others

3  

Narottam Naik

Tragedy Others

ଅନ୍ଧବିଶ୍ୱାସ

ଅନ୍ଧବିଶ୍ୱାସ

1 min
230

ଯୁଗ୍ ଆଜି କେତେ ବଦଲି ଗଲାନ,

ମୁନୁଷ୍ ବିଚାର୍ ନାଇଁ ବଦଲି ;

ଅନ୍ଧବିଶ୍ୱାସ୍ ନେ ଛନ୍ଦି ହେଇକରି,

ଜୀବନ୍ କେ ଦଉଛନ୍ ବଲି ||

ଜର୍ ମୁଡ଼ ହେଲେ ଡାକ୍ତର୍ କେ ନାଇଁ,

ଗୁନିଆଁ ଡାକୁଛନ୍ ଆଘ ;

ଗୁନିଆଁର୍ କଥାନେ ବିଶ୍ୱାସ୍ କରି,

ଜୀବନ୍ ହାରୁଛନ୍ ଦେଖ ||

ଗୁରୁ ଗୁନିଆଁ ଯେତେ ଅଛନ୍ ଇନ,

ସବୁ ମିଛ୍ କଥା କହେସନ୍ ;

ଭାଇ ଭାଇ ଭିତ୍ରେ କଲି ଲଗେଇକରି

ଭାଇ ବିରୋଧ୍ କରିଦେଶନ୍ ||

ସାଁପ୍ ଗୁଟେ ଯଦି ଚାବଲା ଲୋକକେ

ଗୁନିଆଁ କେ ଆଘ ଡାକସନ୍,

ଗୁନିଆଁ ହାରଲେ ମରଲା ବେଲକେ,

ଡାକ୍ତର୍ ଖାନାକେ ନେସନ୍ ||

ନିଜର୍ ମରନ୍ କେ ନିଜେ ଡାକୁଛ

ଗୁନିଆଁର୍ କଥାନେ ପଡ଼ି ,

ଭାଇ କେ ଛାଡ଼ୁଛ ବନ୍ଧୁ କେ ଛାଡ଼ୁଛ

ରୋଗୀ କେ ଦଉଛ ପୋଡ଼ି ||

କେତେ ଦିନ୍ ଆରୁ ଅନ୍ଧବିଶ୍ୱାସ୍ ନେ

ବୁଡ଼ିକରି ଥିବୁ ତୁଇ,

କେଡ଼େ ସୁନ୍ଦର୍ ମୁନୁଷ୍ ଜୀବନ୍ କେ

ଯମ କେ ଦଉଛୁ ଦେଇ ||


Rate this content
Log in

Similar oriya poem from Tragedy