STORYMIRROR

Narottam Naik

Others

3  

Narottam Naik

Others

ଖରାରେ ତୁଇ ଜଲଦି ଭାଗ

ଖରାରେ ତୁଇ ଜଲଦି ଭାଗ

1 min
4

କେତେ ଟାନ୍‌ ହଉଛେ ଖରା, 

ମୁନୁଷ୍‌ ଜୀବନ୍‌ ଗରା ତରା; 

 ଗାଏ ଦାମୁର୍‌ ପଶୁ ପକ୍ଷୀ,

ଗୁଲ୍‌ ଗୁଲା ନାଇଁ ହଉଛେ ଦେଖି;

ଦିହି ଜଲିକରି ହଉଛେ ଆଗ୍‌, ଖରାରେ ତୁଇ ଜଲଦି ଭାଗ୍‌ ||

ବନ୍ଧ ଜୋର୍‌ ନଏଦ୍‌ ସବୁ ,

 ସୁଖୀ ପଦା ହେଲାରେ ବାବୁ, 

ଟଏଟ୍‌ ଶୁଖୁଛେ ପାନୀର ଅଭବୁ, 

କେତେ ଆରୁ ତୁଇ ସତାବୁ, 

ପୂର୍ଥୀ ଜଲି ହେଲାନ ରାଗ୍‌, ଖରାରେ ତୁଇ ଜଲଦି ଭାଗ୍‌ ||

ଗଲା ଜେଠ ଆଏଲା ଅଶାର, 

ସୁଇଛୁ କି ଚେତା ନେଇ ଫେର୍ବାର, 

ବେଡିଙ୍ଗ ପତର୍‌ ବାନ୍ଧି ପକା, 

ବର୍ଷା କେ ତୁଇ ଜଲଦି ପଠା, 

ନାଇଁ ଦେଖ୍‌ ଆରୁ ଆଗ୍‌ ପାଗ୍‌, ଖରାରେ ତୁଇ ଜଲଦି ଭାଗ୍‌ ||


Rate this content
Log in