STORYMIRROR

saroj mohapatra

Abstract

2  

saroj mohapatra

Abstract

କଲମ

କଲମ

1 min
137

ଲେଖିବାର ଅପୂର୍ବ ନିଶା

ଲେଖକକୁ ଭାରି ଘାରେ,

ସକାଳ ହେଉ କି ସଞ୍ଜ ସେ 

କଲମକୁ ଛାତି ରେ ଜାବୁଡି ଧରେ

କଲମ ମୁନରେ ସୁନ୍ଦର ଶବ୍ଦ ରେ

ଅପୂର୍ବ କୀର୍ତ୍ତି ସେ ଗଢେ

ସୁସର୍ଜିତ ଶବ୍ଦ ଅପୂର୍ବ ତା ଭରା

ପାଠକ ମନ ଆନ୍ଦୋଳନ କରେ

କଲମ ଯେବେ ପର କରିଦେବ 

ଲେଖକ ଲେଖିବ ବା କେଉଁଥିରେ,

କଲମ ବିନା ଲେଖା ଅଧୁରା

ଆଗ କଲମ ହିଁ ଖୋଜା ପଡେ

ଭାବନା ଭରା ମନ ଭିତରେ

ଅନେକ ଭାବନା ଚାଲେ

କଲମ ସାହଯ୍ୟ ରେ କେଇ ମୁହୂର୍ତ୍ତରେ

ଲେଖା ସମ୍ପୁର୍ଣ୍ଣ ହୋଇ ପାରେ

ଲେଖା ସମ୍ପୁର୍ଣ୍ଣ ହୋଇ ପାରେ

କଲମ ଯେବେ ପର କରିଦେବ 

ଲେଖକ ଲେଖିବ ବା କେଉଁଥିରେ

ଲେଖକ ଲେଖିବ ବା କେଉଁଥିରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract