STORYMIRROR

saroj mohapatra

Others

3  

saroj mohapatra

Others

ବହି

ବହି

1 min
297


ଜୀବନର ଅସରନ୍ତି ସ୍ମୃତିକୁ ଜାବୁଡି ନେଇ 

ନିର୍ଭୟରେ ଚିର ସତ୍ୟ କହୁଥାଏ ବହି।

ଯେତେ ଥର ପଢିଲେ ବି ନୂଆ ଲାଗୁଥାଇ

ଯେତେ ଥର ପଢିଲେବି ମନ ବୁଝେ ନାହିଁ।

ବହି ଦେଉଥାଏ ଅଦମ୍ୟ ସାହାସ

ଲାଗେ ନାହିଁ ଭୟ ତ୍ରାସ ..

ଜୟ ପରାଜୟ କାହାଣୀକୁ କହି

ଯୁଗେ ଯୁଗେ ନୂତନ ଶିକ୍ଷା ମାନ ଦେଇ,

ଅବିରତ ଚେଷ୍ଟା କରେ ସଂସ୍କାର ଆଣିବା ପାଇଁ...

ପୂଜା ପାଏ ହୃଦୟ ମନ୍ଦିର ରେ ବହି,

ସବୁଠି ବେଶ ସମ୍ମାନ ପାଇଥାଏ ବହି।

ସାଥୀ ହୋଇ ଚାଲୁଥାଏ ସବୁବେଳେ

ତା ପରି ସାଥୀ କେ ନାହିଁ,

ସେଥିପାଇଁ ଚିର ଆଦୃତ ହୋଇ ଥାଏ ବହି।

ପାଠକ ମନକୁ ନେଇ 

ପଢିବାର ମଜା ଦେଇ ...

ଛଳନା ପ୍ରେମରେ ତାର ନାହିଁ 

ନାଁ ତାର ବହି

ନାଁ ତାର ବହି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍