STORYMIRROR

RAJANIKANT CHOUDHURY

Tragedy

4  

RAJANIKANT CHOUDHURY

Tragedy

(କଳଙ୍କ ) ରଜନୀକାନ୍ତ ଚୌଧୁରୀ

(କଳଙ୍କ ) ରଜନୀକାନ୍ତ ଚୌଧୁରୀ

1 min
329

କାହାକୁ କହିବି କିଏ ଶୁଣିବ 
 ମନର ଅକୁହା କଥା 
ଦିନ ସରିଯାଏ ରାତି ପାହେ 
  ଶୁଣିଲେ ଲାଗିବ ବ୍ୟଥା,।।
କେତେ ଲୁଚିବି କେତେ କାନ୍ଦିବି 
  ମନର କୋହକୁ ଚାପି 
ଏମିତି ଇଚ୍ଛା ଛାଡ଼ିଗଲାଣି 
 ଭୁଲରେ ଯେ ପାଦ ଥାପି,।।
ଧୀକାର ଲାଗେ ନିଜକୁ ଆଜି 
କୁକର୍ମ କଲି ଯେ ମୁହିଁ 
କି ଭୁଲ୍ କଲି ଅନ୍ୟକୁ ଦେଖି 
କାହାକୁ ପାରୁନି ଚାହିଁ,।।
ଭାଇ ବନ୍ଧୁ ସଖା ସହୋଦର 
ଅଲୋଡ଼ା କରିଲେ ମୋତେ 
  ଲିଭିବକି କଳଙ୍କ ମଥାରୁ 
ବୁଡ଼ ପକାଇଲେ ଯେତେ 


Rate this content
Log in

Similar oriya poem from Tragedy