Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SAHADEV PARIDA

Classics

3  

SAHADEV PARIDA

Classics

କି ପରି ଏମିତି କଲୁ

କି ପରି ଏମିତି କଲୁ

1 min
147


କିପରି ଏମିତି କଲୁ ଜଗନ୍ନାଥ

କାହିଁକି ଏପରି କଲୁ

ଯଦି ତୋର ମନେ ଏତେ କଥା ଥିଲା

କାହିଁକି ସଂସାର ଦେଲୁ ।।

ଭିକ୍ଷା ଥାଳେ ଦାନ ଦେଇ ଥିଲୁ ତୁହି

କିପରି ଶୂନ୍ୟ କରିଲୁ

ଆଶା ଦେଇ କରି ନିରାଶ କରିଣ

ଲୋକ ହସା କରି ଦେଲୁ ।।

ତଥାପି ତୋହର ଆଶ୍ରା ଛାଡିବିନି

ଯାହା କରିଵାର କଲୁ

ଜୀଵ ଯିବା ବେଳେ ତୋ କ୍ଷେତ୍ରରେ ଥିବି

ତୋତେ ଚାହିଁ ଦିନ ବିତୁ।।

ରେ.... କାଳିଆ, କାହିଁକି ଏପରି କଲୁ

ରେ... କାଳିଆ କିପରି ଏମିତି କଲୁ।।।



Rate this content
Log in

Similar oriya poem from Classics