STORYMIRROR

Bhagaban Otta

Classics Others

4  

Bhagaban Otta

Classics Others

ଜଗତ ଜନନୀ ମାଆ

ଜଗତ ଜନନୀ ମାଆ

1 min
11

ଜଗତ ଜନନୀ ମାଗୋ

ଶକ୍ତି ପ୍ରଦାୟିନୀ

ଅଭୟ ଦାୟିନୀ ମାଲୋ

ବର ପ୍ରଦାୟିନୀ... (ଘୋଷା)


ମାଆ ଭଗବତୀ ତୁମେ

ଶକ୍ତି ପ୍ରଦାୟିନୀ,

ମଙ୍ଗଳ ମୟିତୁ ମାଆ

ବିଘ୍ନ ବିନାଶିନୀ


ମାଆ ଭଗବତୀ ତୁମେ

ଶକ୍ତି ପ୍ରଦାୟିନୀ,

ମଙ୍ଗଳ ମୟିତୁ ମାଆ

ବିଘ୍ନ ବିନାଶିନୀ....


ବର ପ୍ରଦାୟିନୀ ମାଲୋ

ବର ପ୍ରଦାୟିନୀ ମାଲୋ

ଶକ୍ତି ସ୍ୱରୂପିଣୀ.....


ଜଗତ ଜନନୀ ମାଗୋ

ଶକ୍ତି ପ୍ରଦାୟିନୀ

ଅଭୟ ଦାୟିନୀ ମାଲୋ

ବର ପ୍ରଦାୟିନୀ... (ଘୋଷା)


ଗଳାରେ କମଳ ତୋର

କପାଳେ କୁଙ୍କୁମ,

ବାଜୁଥାଏ ସଦା ତୁମ

ପୟରେ ନୁପୁର - 


ଗଳାରେ କମଳ ତୋର

କପାଳେ କୁଙ୍କୁମ,

ବାଜୁଥାଏ ସଦା ତୁମ

ପୟରେ ନୁପୁର.....


ମହିଷାମର୍ଦ୍ଧିନୀ ମାଲୋ

ମହିଷାମର୍ଦ୍ଧିନୀ ମାଲୋ

ମଙ୍ଗଳ କାରିଣୀ .....


ଜଗତ ଜନନୀ ମାଗୋ

ଶକ୍ତି ପ୍ରଦାୟିନୀ

ଅଭୟ ଦାୟିନୀ ମାଲୋ

ବର ପ୍ରଦାୟିନୀ... (ଘୋଷା)


ଆଦ୍ୟା ଶକ୍ତି ତୁମେ ମାଆ

ଅଦ୍ଵିତୀ ସମ୍ଭୁତି,

ଖଡ୍ଗ ହସ୍ତେ ଶୋଭା ତୁମେ

ପାଉ ଥାଉ ନିତି


ଆଦ୍ୟା ଶକ୍ତି ତୁମେ ମାଆ

ଅଦ୍ଵିତୀ ସମ୍ଭୁତି,

ଖଡ୍ଗ ହସ୍ତେ ଶୋଭା ତୁମେ

ପାଉ ଥାଉ ନିତି.....


ଶକ୍ତିସ୍ୱରୂପିଣୀ ମାଲୋ

ଶକ୍ତିସ୍ୱରୂପିଣୀ ମାଲୋ

ତୁମେ କାତ୍ୟାୟିନୀ .....


ଜଗତ ଜନନୀ ମାଗୋ

ଶକ୍ତି ପ୍ରଦାୟିନୀ

ଅଭୟ ଦାୟିନୀ ମାଲୋ

ବର ପ୍ରଦାୟିନୀ... (ଘୋଷା)


ପରମ ଈଶ୍ଵରୀ ମାଆ

ଭୁବନ ମୋହିନୀ,

ସାହସ ଶକତି ଦେମା

ବାରେ କାତ୍ୟାୟିନୀ


ପରମ ଈଶ୍ଵରୀ ମାଆ

ଭୁବନ ମୋହିନୀ,

ସାହସ ଶକତି ଦେମା

ବାରେ କାତ୍ୟାୟିନୀ.....


ବିପଦ କାଳରେ ସାହା

ବିପଦ କାଳରେ ସାହା

ହୁଅ ତେଜସ୍ୱିନୀ .....


ଜଗତ ଜନନୀ ମାଗୋ

ଶକ୍ତି ପ୍ରଦାୟିନୀ

ଅଭୟ ଦାୟିନୀ ମାଲୋ

ବର ପ୍ରଦାୟିନୀ...(ଘୋଷା)ll


ମାଆ ଭଗବତୀ ତୁମେ

ଶକ୍ତି ପ୍ରଦାୟିନୀ,

ମଙ୍ଗଳ ମୟିତୁ ମାଆ

ବିଘ୍ନ ବିନାଶିନୀ....


ବର ପ୍ରଦାୟିନୀ ମାଲୋ

ବର ପ୍ରଦାୟିନୀ ମାଲୋ

ଶକ୍ତି ସ୍ୱରୂପିଣୀ.....


ଜଗତ ଜନନୀ ମାଗୋ

ଶକ୍ତି ପ୍ରଦାୟିନୀ

ଅଭୟ ଦାୟିନୀ ମାଲୋ

ବର ପ୍ରଦାୟିନୀ...।। (ଘୋଷା)



ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Classics