Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradeep Kumar Panda

Abstract Classics

4  

Pradeep Kumar Panda

Abstract Classics

ମହାପ୍ରଭୁ

ମହାପ୍ରଭୁ

1 min
370



ସବୁ ଦାନ କଲ ଭକ୍ତଙ୍କୁ ତୁମର

  ମହାଦାନୀ ତୁମେ କରୁଣା ସାଗର

    ନିଶ୍ୱ ତୁମେ ଶୂନ୍ୟ କାଠ ଖୋଳ

        ସେପାଇଁ କି ହାତ ଖଣ୍ଡିଆ ତୁମର ! 

ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ


   ସବୁ ଥାଇ କିଛି ନୁହେଁ ତୁମର

     ମହମାନୀ ତୁମେ ମହିମା ଅପାର

        ଅକୁହା ଅଭିମାନେ ହସ ଛଳଛଳ

          ସେପାଇଁ କି ତୁମେ କଳା କଜ୍ଜଳ ! 

ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ


Rate this content
Log in

Similar oriya poem from Abstract