STORYMIRROR

Tapan Dixit

Abstract

2  

Tapan Dixit

Abstract

କବିତା

କବିତା

1 min
2.5K


କାଲି ମୁଁ ଫେରିବି ରୂପ ସହରରୁ

ବସନ୍ତ ବାହୁଡ଼ିଗଲେ

ଯଉବନ ଫୁଲ ଦେହ ମାଳଞ୍ଚରୁ

ମହଳଣ ପଡିଗଲେ,

ତୁମେ ରଚୁଥିବ ସ୍ୱାଗତିକା ମୋର

ମୁଁ ଥିବି ବିରହ ଛୁଆଁ

କୋକେଇ ଟା ସାଥି ଆଗଣା ବାହାରେ

ମୋ ପାଇଁକି ଥିବ ଥୁଆ ।।

ତପନ ଦୀକ୍ଷିତ (ବେଳାଭୂମି)

ନାଶିକେଶ୍ୱର, କାକଟପୁର, ପୁରୀ

ମାଳଞ୍ଚ :ଉଦ୍ୟାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract