କରିବା ଯୋଗ
କରିବା ଯୋଗ
ଯୋଗ କରିବା ଆସ ଭାଇ ଆମେ
ଛାଡି ଦେବା ଅଳସ
ଯୋଗ କରିଲେ ନିରୋଗ ହେବା
ବଢ଼ି ଯିବ ଆୟୁଷ
ଯୋଗ କରିବା ପ୍ରାତଃ କାଳରୁ
ସବୁ ଚିନ୍ତା ଛାଡି
କର୍ମ ରେ ଆମ ମନ ଲାଗି ଥିବ
ପ୍ରସନ୍ନତା ଭାବ ଧରି
ଅନୁଲୋମ୍ ବିଲୋମ୍ ଆସ କରିବା
&nb
sp;ପ୍ରାଣାୟାମ କରୁ ଥିବା
ଯୋଗ ଆସନ ନୀତି କରୁ ଥିଲେ
ଆଗକୁ ଜୀବନେ ଯିବା
ସକାଳରେ ନୀତି କରୁ ଥିବା ଭ୍ରମଣ
ପ୍ରଚୁର ପାଇବା ଅମ୍ଲଜାନ
ଯୋଗ ମୁନ୍ଦ୍ରା କରି ଦେବ ଏକଗ୍ର ମନ
ଜ୍ଞାନ ମୁଦ୍ରା ଉପାଦେୟ ଜାଣ
ବାଲ୍ୟ କାଳରୁ ଯୋଗ ଆସ ଶିଖିବା
ସୁସ୍ଥ ରହିବା ଆଗକୁ ଯିବା
ଯୋଗ ଯେତେ ଦିନ ଆମେ କରୁଥିବା
ଉତ୍ତମ ରୂପେ ରହି ବଞ୍ଚିବା ।