Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

3  

Ajit Kumar Raut

Abstract

ଧର୍ମ ଅଧର୍ମର ଯୁଦ୍ଧ !

ଧର୍ମ ଅଧର୍ମର ଯୁଦ୍ଧ !

1 min
19



   


ଧର୍ମ ଅଧର୍ମର ଯୁଦ୍ଧ !!

ଚାଲିଛି ଦେଶର

ଦେଖୁଛି ଜନତା

କରେ ଦୃଶ୍ୟ ମନ୍ତ୍ର ମୁଗ୍ଧ !


ଚହଳ  ଗହଳ

କାହିଁ ଗଣ୍ଡଗୋଳ

ଜନ ହୁଏ ପୁଣି ସ୍ତବ୍ଧ !!


ପରିବାରବାଦ

କରୁଛି ତାଣ୍ଡବ

କାହିଁ ତହିଁ ସମଭାବ !

 

ଶାସକ ଶାସନ

ଆସିବ ରାଷ୍ଟ୍ରର

ଜନସେବା ଥିବ ଭାବ !!


ସତ୍ୟର ବିଜୟ

ଅବଶ୍ୟ ହୋଇବ

ଶୁନ୍ୟ ହେବ ଷଡ଼ଯନ୍ତ୍ର !


ରାମାଙ୍କ କରୁଣା

ସତ୍ୟରେ ପଡ଼ିବ

ମତଦାନ ଲୋକତନ୍ତ୍ର !!


ନୂଆ ସରକାର

ସମୃଦ୍ଧ ଭାରତ

କରିବରେ ବିଶ୍ବ ଗୁରୁ !


ଜୟଧ୍ଵନୀ ହୁଏ

ସମ୍ପୂର୍ଣ୍ଣ ବିଶ୍ବରେ

ରାମରାଜ୍ୟ ସ୍ବପ୍ନ ପୁରୁ !!


ଭୋଟ ଦେବା ଭାଇ

ସତ୍ୟ ପକ୍ଷ ଜାଣି

କରିବରେ ଧର୍ମ ରକ୍ଷା !


ରାଷ୍ଟ୍ରର ଗୌରବ

ଭରି ଦେବ ଆଣି

କରିବ ରାଷ୍ଟ୍ର ସୁରକ୍ଷା !!




Rate this content
Log in