Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Romance

3  

KRUTIBAS NAYAK

Romance

କବିତା ପର୍ବ : (ଅତିରିକ୍ତ) କବିତା-51 : ପ୍ରେମର ଜହ୍ନ :

କବିତା ପର୍ବ : (ଅତିରିକ୍ତ) କବିତା-51 : ପ୍ରେମର ଜହ୍ନ :

1 min
221


ଜହ୍ନ ହସିଥିଲା ଦିନେ ଦେଖି ଆମ ଦୁହିଙ୍କୁ,

କହିଦେଲା ସବୁକଥା ଯାଇ ପ୍ରିୟା କଇଁକି | (ଘୋଷା)


ଅଳପ କହିଲ କଥା ବେଶି ରଖି ମନରେ,

ଭଲପାଏ ବୋଲି ଶୁଣା ଯାଉଥିଲା କାନରେ |


ଫଗୁଣଟା ବଡ଼ଦୁଷ୍ଟ ଗଲା ଛୁଇଁ ଛୁଇଁକି,

ଜହ୍ନ ହସିଥିଲା ଦିନେ ଦେଖି ଆମ ଦୁହିଙ୍କୁ,

କହିଦେଲା ସବୁକଥା ଯାଇ ପ୍ରିୟା କଇଁକି | (1)


ଫୁଲଟିଏ ଦେଲି ଲଗାଇଲ ନିଜ ଗଭାରେ,

ପୁଲକିତ ହେଲା ତୁମତନୁ ଜହ୍ନ ଆଭାରେ |


ମନଦେଇ ମନ ନେବି ଗଲ କଥା ଦେଇକି,

ଜହ୍ନ ହସିଥିଲା ଦିନେ ଦେଖି ଆମ ଦୁହିଙ୍କୁ,

କହିଦେଲା ସବୁକଥା ଯାଇ ପ୍ରିୟା କଇଁକି | (2)



Rate this content
Log in

Similar oriya poem from Romance