STORYMIRROR

Sunanda Mohanty

Action Inspirational Thriller

4  

Sunanda Mohanty

Action Inspirational Thriller

କାର୍ତ୍ତିକ ପୂର୍ଣ୍ଣମୀ ଭାବ

କାର୍ତ୍ତିକ ପୂର୍ଣ୍ଣମୀ ଭାବ

1 min
9


ତିରିଶ ଦିନର ପୁଣ୍ୟ 
ବର୍ଷକର ସଞ୍ଚିତ ଧନ 
ସଜାଇ ବୋଇତରେ 
ଭସେଇଦେଲେ କାର୍ତ୍ତିକରେ 
ଆ କା ମା ବୈ 
ପାନ ଗୁଆ ଥୋଇ କହି 
ପୁଣ୍ୟ ଫଳ ଶୁନ୍ୟ ରେ ପାଇ 
ଧରମ ମାସ ସ୍ବର୍ଣ୍ଣ ଏହି 
ପୂର୍ଣ୍କୁକୁମ୍ଭ ପରେ ରଖି ନେଇ
ହବିଷ ଭାତ ଡାଲି ଅବଢ଼ା
ଭାରି ବଢିଆ
ଲେଖିଲା ପତର କାଳିଆ
ଆ ମୋ ପାଖକୁ ଚାଲିଆ
ପଞ୍ଚୁତୀର୍ଥ ପଞ୍ଚୁକରେ କରି
ମହୋଦଧି ସ୍ନାନ ସାରି
ପୁଣ୍ୟ ଗୋଟେଇ
 ଶୁନ୍ୟ ଟୋକେଇ
ଯିବ ପୁରି ଆ ଭକତ ପୁରୀ
ଛୁଇଁ ଯିବ ଚେତନା ଚୈତନ୍ୟ
ପର ଜନ୍ମ ଅବା ମୋକ୍ଷ ନେଇ
ମାସକ ଧରମ ତୋର କହି
ବୋଇତ ବନ୍ଦାଣ କରିଯା ତୁହି
କର୍ମ କିଏ ନେବ ଭାଗ୍ୟ ସଳଖିବ
ଜାଗାକୁ ଦେ ଥରେ ଚାହିଁ.


Rate this content
Log in

Similar oriya poem from Action