STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

କଣ୍ଟା  ,,,,,,,,,

କଣ୍ଟା  ,,,,,,,,,

1 min
0


କଣ୍ଟା ଥିବା ଫୁଲ 
ଗୋଲାପ ଭାରି ସୁନ୍ଦର 
କଣ୍ଟା ଥିବା ମାଛ ଇଲିଶି 
ସୁଆଦ କରେ ବେସର 
କଣ୍ଟା ଥିବା ବାଟ 
ଚାଲିଲେ କହି ସୂତ୍ରଧର 
କଣ୍ଟା ପିଟି କାନ୍ଥରେ 
ଘରକୁ କରି ସୁନ୍ଦର 
ବଣେ ବାଘ ଗୋଡ଼େ କଣ୍ଟା 
କରିବ କେମିତି ଶୀକାର 
ହରିଣ ଗୋଡ଼େ କଣ୍ଟା 
ବାଘ ମୁଁହଁରୁ ରକ୍ଷା ବେକାର 
କଣ୍ଟା ଅଛି ସବୁଠି 
ପାରିହେବାକୁ ଭବସାଗାର 
କଣ୍ଟା କାଢିବା ହୁଏ ଅସାର 
କଣ୍ଟା ଥିବା ରାସ୍ତା ମାଛ ଫୁଲ 
ସୁନ୍ଦର ବେଭାର ପୁଣି ଆଦର 
କଣ୍ଟା ନଥିବା ଜୀବନ ଅସାର 
କଣ୍ଟା ଫୁଟିଲେ ଡାକ୍ତର 
କଣ୍ଟା ପିଟିଲେ ଜାଣେ ହୁନ୍ଦର 
କଣ୍ଟା ଅନାଦର କିନ୍ତୁ ଦରକାର 
କଣ୍ଟା ନଥିଲେ ଜୀବନ 
ସାଦାକାଗଜ ଫୁଲ ପତର
କଣ୍ଟାଟିଏ କେତେବେଳେ 
 କାଳ କଳା ଓ କୌଶଳ 
ପରିପୂର୍ଣ୍ଣତା ଭରା ଝଙ୍କାର 
ତଥାପି କଣ୍ଟା କାଢ଼ିବା ବାଟରୁ 
ସମୁଚିତ ଆଚାର ବିଚାର ସୌଦାଗର
କଣ୍ଟା ଅଛି ବୋଲି ସପ୍ତଫେଣି 
ନାଁ ଟା ଭାରି ଚମତ୍କାର 


Rate this content
Log in

Similar oriya poem from Abstract