😆
ଚାଷ ଭିତ୍ତକ ପର୍ବ ସତ
ଐଶ୍ବର୍ଗୀକ ଭାବନା ଜାତ
ରଥ କାଠ ହେବ ଅନୁକୂଳ
ଆଷାଢ଼ ମାସ ରେ ରଥ ଗଡିବ
ବଡ଼ଦାଣ୍ଡ ହେବ ହୁଳସ୍ତୁଲ
ଜଗନ୍ନାଥ ଯିବେ ମାଉସୀ ଘର
ରଥ ଗଡିବ ଘରର ଘରର
ଦୁଲୁକି ଉଠିବ ବଡ଼ଦାଣ୍ଡ
ଅକ୍ଷି ମୁଠି ବିଲରେ ବୁଣି ଏଠି ସେଠି
ଖରାକୁ ଦେଖାଇ ଛାତି ପିଠି
କୃଷକ ଭାଇ କରିବ ଚାଷ ଏଠି
ଘରଣୀ ସଜାଡି ଅକ୍ଷି ମୁଠି
ପୂଜା ଵିଧି ବିଧାନ ବସାଇ ଇଷ୍ଟ ଷଷ୍ଠୀ
ପକାଇ ମୁରୁଜ ରଙ୍ଗୋଲି ଝୋଟି
ଲିପି ଘରଦ୍ୱାର ମାଠି ମୁଠି
ସଜାଡି ରଖିଛି ସଂସାର ଘର ଗୋଟି
ପର ଆପଣା ନାହିଁ ବରଂ ଭେଟି
ଘଡି ପଥୁଲି ଦେଇ ଫିଟାଇ ସବୁ କଟି
ଭାଇଚାରା ବଢ଼ାଇ ପୁଜେ ମାଆ ମାଟି