ରାମ ରାଜ
,,,,,,,,,,,,,,,,,,
ଚଗଲା ଚଇତି ସଞ୍ଜ
ଉତ୍ତରା ପବନ ମଞ୍ଜ
କୋଇଲିର କୁହୁ ଖଞ୍ଚ
କୁଞ୍ଜରେ ଗୋଧୂଳି ମଞ୍ଜ
ରାଧା ଆସିବନି ଆଜ
କୃଷ୍ଣଙ୍କ ବାଉଳା ମନ ଦରଜ
ସେଇ କଥା ଅଛି ହୋଇ ସଜ
କହେ ଉଡି ଉଡ଼ାପକ୍ଷୀ ବାଜ
ପ୍ରେମ ର କରଜ
ବିରହ ଧୋକାବାଜ
କାଲି କଥା ନାହିଁ ଆଜ
ଗଲାଣି ବରଜ ସାଜ
ପ୍ରେମ ଭାରି ଅସହଜ
ସ୍ୱାମୀ ସ୍ତ୍ରୀ ସମ୍ପର୍କ ସହଜ
ରାମଚନ୍ଦ୍ର ଙ୍କ ପ୍ରୀତି ମୈତ୍ରୀ ହେଜ
ଫେରାଇଆଣି ଅନୁଭୂତି ପୂର୍ବଜ
ବରଜକୁ ଆସୁ ପଛେ ସେଇ ସଞ୍ଜ
ହେବାନି ଜମା ଦହଗଞ୍ଜ
ଥିବ ସବୁଦିନ ରଞ୍ଜ ରଞ୍ଜ ରଜ
ପକ୍ଷୀ କାକାଳୀ ଶିଶୁର ହସ ସୌର୍ଯ୍ୟ
ରାମ ଆସୁଛନ୍ତି ମୌର୍ଯ୍ୟ ବୁଣି ମୁରୁଜ
,,,,,,,,,,,,,,,,,,
ଚଗଲା ଚଇତି ସଞ୍ଜ
ଉତ୍ତରା ପବନ ମଞ୍ଜ
କୋଇଲିର କୁହୁ ଖଞ୍ଚ
କୁଞ୍ଜରେ ଗୋଧୂଳି ମଞ୍ଜ
ରାଧା ଆସିବନି ଆଜ
କୃଷ୍ଣଙ୍କ ବାଉଳା ମନ ଦରଜ
ସେଇ କଥା ଅଛି ହୋଇ ସଜ
କହେ ଉଡି ଉଡ଼ାପକ୍ଷୀ ବାଜ
ପ୍ରେମ ର କରଜ
ବିରହ ଧୋକାବାଜ
କାଲି କଥା ନାହିଁ ଆଜ
ଗଲାଣି ବରଜ ସାଜ
ପ୍ରେମ ଭାରି ଅସହଜ
ସ୍ୱାମୀ ସ୍ତ୍ରୀ ସମ୍ପର୍କ ସହଜ
ରାମଚନ୍ଦ୍ର ଙ୍କ ପ୍ରୀତି ମୈତ୍ରୀ ହେଜ
ଫେରାଇଆଣି ଅନୁଭୂତି ପୂର୍ବଜ
ବରଜକୁ ଆସୁ ପଛେ ସେଇ ସଞ୍ଜ
ହେବାନି ଜମା ଦହଗଞ୍ଜ
ଥିବ ସବୁଦିନ ରଞ୍ଜ ରଞ୍ଜ ରଜ
ପକ୍ଷୀ କାକାଳୀ ଶିଶୁର ହସ ସୌର୍ଯ୍ୟ
ରାମ ଆସୁଛନ୍ତି ମୌର୍ଯ୍ୟ ବୁଣି ମୁରୁଜ
ରାମରାଜ୍ୟ ଆଣି ପରଂବ୍ରହ୍ମ ଆଜ
ପ୍ରକାଶିବେ ବ୍ରଜ ଧରା ସାଜ