STORYMIRROR

mir mustakim alli

Classics

3  

mir mustakim alli

Classics

କାନଭାସ୍

କାନଭାସ୍

1 min
238


ହେ କଳାକାର

ମୋତେ ଆଙ୍କିଛୁ ତୋ ତୁଳୀରେ

ଜୀବନ ଦେଇନୁ ସତ

ମୁଁ ତ ଦୁନିଆର ସବୁଠୁ ମିଛ

ତଥାପି ମୋତେ ଅପଣାନ୍ତି

ଦେଖିବାକୁ ମିଳେ କୋଣେ କୋଣେ ।


ମୁଁ ଏକ କାନଭାସ୍

ତୋ ହାତ କାରିଗର

ମୋତେ ଲାଗୁଛି ଡର

ଭଲ କାହାପାଇଁ ତ

କାହାପାଇଁ ଖରାପ

ତୋ ହାତ ର ଛାପ ।


ମୁଁ ଚିତ୍ର କଳା

କାଳୀ ରଙ୍ଗ ଧଳା

ତୁଳୀ ରଙ୍ଗରେ ବୋଳା

ତୋଠୁ ଅଧିକ ମୋତେ କଣ ଜଣା ।


ଜୀବନ ଦେଇଥିଲେ 

ଆଜି ମୁଁ ଘାଣ୍ଟି ହୁଅନ୍ତି

ତୋ ମିଛ ଦୁନିଆରେ

ଡରି ଡରି ମରନ୍ତି

ଭାସି ବୁଲନ୍ତି ମିଛ ସପନରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics