Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

mir mustakim alli

Others

3  

mir mustakim alli

Others

ଅଭୁଲା ଅତୀତ

ଅଭୁଲା ଅତୀତ

1 min
210


ଭୁଲିବି କିପରି

ମନରେ ସାଉଁଟି ହେଉଛି

ତୁମ ମନର ଛବି,

ରହି ଯାଇଛି ହୃଦୟରେ

ଅଭୁଲା ଅତୀତ ହୋଇ ।


ଭୁଲିବାକୁ ଚାହିଁବି

ଭୁଲାଇ ମୁଁ ପାରୁନି ତୁମ ପ୍ରତିଛବି,

ଯେଉଁଠି ଯାଉଛି 

ସେଠାରେ ଯେମିତି ତୁମର ଛବି ।


ଯେଉଁଠି ଶୁଣୁଛି

ସେଠାରେ ତୁମ ଆକୁଳ ନିବେଦନ,

ଭ୍ରମରେ ରହିଯାଉଛି

ସେଇଠି ଖୋଜେ ମୋ ମନ ।


କିଛି ଜାଣି ପାରୁନି 

ସେ କଣ ସ୍ବପ୍ନ ନା ଭ୍ରମ,

ଭାସି ବୁଲୁଛି

ମୋ ସାମ୍ନାରେ ନଈ ସମ ।


ବୋଧେ ତୁମକୁ ଭୁଲି ପାରିବିନି,

ଆମର ଅତୀତ ରହିଛି ହୃଦୟରେ

ଅଭୁଲା ଅତୀତ ହୋଇ ।

 


Rate this content
Log in