STORYMIRROR

mir mustakim alli

Others

3  

mir mustakim alli

Others

ରଜ ପିଠା

ରଜ ପିଠା

1 min
288


ରଜ ରଜ ରଜ ହୋଇ ସଜବାଜ

ରଜ ପିଠା ଲାଗେ ମିଠା,

ରଜ ଦୋଳି ଖେଳି ଖେଳି

ଦେଖି କରି ବଜା ତାଳି ଠ ଠା

ରଜ ପିଠା ଲାଗେ ମିଠା,

ରଜ ଖେଳ ବଗୁଡି ତାଶ ପଶା

ରଜ ପୋଡ଼ ପିଠା ଲାଗେ ମିଠା,

ରଜ ସମ୍ଭାର ପିତ୍ରାଳୟରୁ କନ୍ୟାଲାଗି

ଆମ୍ବ,ସପୁରୀ,କଦଳୀ,ନଡ଼ିଆ

ରଜ ପିଠା ଲାଗେ ମିଠା,

ରଜ ନିଷିଦ୍ଧ ଧାନ କୁଟା ମସଲା ଵଟା

ହେଲେ ରଜ ପିଠା ଲାଗଇ ମିଠା ।

       

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍