STORYMIRROR

Sanjya Tripathy

Classics

2  

Sanjya Tripathy

Classics

କାବ୍ୟ-ନାୟିକା

କାବ୍ୟ-ନାୟିକା

1 min
173


ତୋତେ ମୁଁ ପାଇଥିଲି

ଇନ୍ଦ୍ରଧନୁର ସପ୍ତରଙ୍ଗରେ

ସ୍ଵରଚିତ ଯୌନବ୍ର ଭିନ୍ତୁ ଭିନ୍ତୁ ସୂରରେ

ସତୁର ବଜାରର

ଅନ୍ଧାର ରାତି ର ସପ୍ତର୍ଷ ରେ

ବହୁବିଧ ଫୁର ସଂଭାରରେ

ପ୍ରଳା ପତିର ମେଳରେ

ସହବାସର ସାଳସନାରେ (ମୁଦ୍ରାରେ )

ଏ ଦେହ ବିଛଣାରେ ।

ମୁଁ ଆକୃଷ୍ଟ ହୋଇଥିଲି ତୋ ରୁପ ରସ ଛନ୍ଦରେ

ଚି ହୁ। ବିହୁ। ତୋ ରାତିରେ, ରତିରେ, ରତୁରେ

ଦର୍ପଣର ମଣ କାଚରେ ତୋ ପ୍ରତି ବିମ୍ବରେ

ତୋ ମାଟି ଗଧର ମାଧ୍ୟାକର୍ଷଣ ଶୁଭିରେ

ତୋ ଖଣ୍ଡିଆ ସପୁର ରକ୍ ତଝରା ଦି ପହରେ

ମୋ ଋରି ପଟେ ଘେରି ଥୁବା ତୋ ଦେହର ସଫେଦ ଶୂନ୍ୟତାରେ

ପୁନଶ୍ଚ ମୁଁ ଆତ୍ମବିଭୋର ହୋଇଥିଲି

ସୁବାସିତ ସଂଧ ପ୍ରସ୍ତୁଟି ତ ତୋ ଦେହ ବର୍ଗରରେ

ରୂପମୟୀର ତନ୍ମୟୀ ଆଖି ଦିଓଟି ରେ ଛପିଥୁବା ଅଣନିଶ୍ୱାସୀ ଘାଇରେ

ଧୂଆଁଳିଆ ଧୂପଦୀପ ନୈବେଦ୍ୟରେ

ସୁଶୋଭିତ ଦେବୀର ଖପୁରୀ, କର୍ପୂ ର ମାଳରେ

ଓଁ କାର ଦିଗ୍‌ବିଜୟୀ ସାକାର ଜୀବଂତ ପ୍ରତି ମାର

ବିଶ୍ବରୂପୀ ଚେତନାରେ

ମୁଁ ଏବେ ଦେଖୁଛି ତୋତେ -

ଜଳ, ସ୍ମଳ, ଆକାଶ, ହିଂସ୍ର, ଭୋକି ଲା ସମୁଦ୍ରରେ

କାରୁ କାର୍ଯ୍ୟ ଖଚିତ ଜୀବଂତ କୋଣାର୍କରେ ଅଦୃଶ୍ୟ ଆଁରେ

ମୃତ୍ୟୁର ଜୀବଂତ ଛନ୍ଦ, ଜୀବଂତ ରୂପରଂଗରେ

ପ୍ରହେଳିକାମୟ ସତେଜ ସବୁକି ମାରୁ

ସମୁଦ୍ରର ଅକାତକାତ ଶୂନ୍ୟତା ଭିତରେ

ଏବେ ଖୋଲି ଯାଇଛି ମୋର ସମସ୍ତ ଶିକୁଳି

ସମସ୍ତ ଅର୍ଗ ଳୀ- ସମସ୍ତ ଅଂଧଗଳି

ସଂଧ୍ୟାର ଟୁ ଟ ଖକିଛି ବି ଦାୟୀ ସଂଗୀତ

କାଧରେ ଅଂକା ହୋଇଛି ନୂତନ ଆନଂଦ

ଆଶା ଓ ବିଶ୍ୱାସର ନବୀନ ଇଂଦ

ଏବେ ଗଲ- ସାଦରେ ଡାକି ଆଣି ବା।

କବି ତାକୁ

ଦୁଃଖର ଧୂପରେ, ଦୈନ୍ୟର ଦୀପରେ

ତଥା ଦାରିଦ୍ର୍ୟର ନୈବେଦ୍ୟରେ

ଦଶଦିଗ ଝକୃତ କରି - ସପ୍ତରତୁ ଅଳକୃତ କରି

ପାହିଁତିଆ ପହରର ଝାପ୍ସା ଆଲୁଅରେ

ସ୍ବାଗତ କରି ବା କବି ତାକୁ-

ମୃତ୍ୟୁର କଳା ଶିଖେଇବାକୁ

ସମ୍ପର୍କକୁ ସୁରମ୍ୟ କରି ସୃଜନଶୀଳ ହେବାକୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics