STORYMIRROR

Satyanarayan Sahoo

Abstract Action Inspirational

3  

Satyanarayan Sahoo

Abstract Action Inspirational

ଜୟ ଜୟ ମାତ

ଜୟ ଜୟ ମାତ

1 min
175

ଜୟ ଜୟ ମାତ ମହିଷା ମର୍ଦ୍ଧିନି

ନମଇ ତୋର ପୟରେ

ଧରା ରୁ ହରି ନେ , ପାପ ତାପ ଦୁଃଖ

ଶୋକ କୋହ ଭାର ଯେତେ ।


ସବୁରି ମନ ରେ ଆନନ୍ଦ ଉଲ୍ଲାସ

ଉଦ୍ଦୀପନା ଓ ରୋମାଞ୍ଚ

ଭରି ଦେଏ ମାଆ ଆଲୋ ଲୋ ଦୂରୁଗା

ନ ଖାଆନ୍ତୁ କେହି ଲାଞ୍ଚ ।


ଜଗତରେ ଯେତେ ଦୁର୍ନୀତି ଅନୀତି

ଅତ୍ୟାଚାର ଲଜ୍ୟା ,ବ୍ରୀଡା

ନାଶି ପକା ଆଲୋ ଦୁରୂଗା ମାଆ ଲୋ

ନ ଲଭନ୍ତୁ କେହି ପୀଡ଼ା ।


ତୋରଣ ହୋଇଛି ସଜା ଲୋ ତୋ ଲାଗି

ରାବଣ ହୋଇଛି ଦେଖ

ମାରି ମହିଷାକୁ ପୋଡ଼ି ରାବଣକୁ

ରଖ ଧର୍ମ ନ୍ୟାୟ ଟେକ ।



Rate this content
Log in

Similar oriya poem from Abstract