STORYMIRROR

Sunanda Mohanty

Classics Inspirational Thriller

4  

Sunanda Mohanty

Classics Inspirational Thriller

ଜୁହାର 

ଜୁହାର 

1 min
8


ଜୁହାର ଜୁହାର ଘଟଗାଁ ତାରିଣୀ 
ଫୁଲର ରାଣୀ 
ଭେଟ ହେଵା ଯେବେ ତୁମର ମୋର 
ନଡ଼ିଆ ରାଣୀ 
ଭେଟଘାଟ ହୁଏ ସମଲେଇ ଠାରେ 
ପଶ୍ଚିମଓଡିଶା ଠାକୁରାଣୀ 
ତୁହି ମାଆ ବସିଛୁ କେଉଁଝର ପୀଠେ 
ମାଆ ଘଟଗାଁ ତାରିଣୀ 
କେଉଁ ଜନ୍ମ ପୁଣ୍ୟ ବଳେ ଦର୍ଶନ କାଳେ 
ପାଇବି ଭୋଗ ତୋରାଣୀ 
ଆଶ୍ରାରେ ମୋହର ବାରମାସ ବିତେ 
ଫୁଲ ବଉଳ ବେଣୀ
ତୋ ପୀଠ ନଡ଼ିଆ ଊଣା ଅଧିକେ ଜଣା
ଗଉଣୀ ଗଉଣୀ
ଶ୍ରୀଫଳ ସାଥେ ମାଟି ଘୋଡା ଏଠି
ପୂଜା ସାମଗ୍ରୀ ଜାଣି
ସର୍ବେ ଆଣି ସାଥେ ନଡ଼ିଆ ଫଳ
ନିଅନ୍ତି ଏଠାରୁ ମାଟିଘୋଡା କିଣି
ହାତୀ ନେ ଘୋଡା ନେ ମୋ ପେଁକାଳୀ
ବଜେଇ ଦେ ମାଆ ରାଣୀ
କହନ୍ତି ଭକତ ଜଣା ତତେ ସବୁ ମାଆ
ବୁଝି ଅଞ୍ଚଳ ଦେଇ ଖୋଲି ପୁଣି
ଗଉଣୀ ଗଉଣୀ ଆଶୀର୍ବାଦ ଦେଉ
ମନୋସ୍କାମନା ପୁରଣ ପୁଣି
ଭକ୍ତ ଅର୍ପିତ ଅର୍ପଣ ଜଣାଣ ଶୁଣି
ମନୋରଥ ପୁରଣ ଜାଣି
ମାଆଲୋ ମାଆ ତତେ ଜୁହାରେ ଭକ୍ତିରେ
ସଂକୃତି ସଂହତି ପରମ୍ପରା ମୁଣି
ହାତରେ ନୁଁହଁ କି ଭାତରେ ନୁଁହଁ
ଘଣ୍ଟ ଘୋଡେଇ ରଖିବୁ ମାଆ ସାଆନ୍ତାଣୀ
ସମଲେଇ ସାଥେ ପୁଜେ ମାଆ ତତେ
ଆଜି ଭେଘାଟ ନବାହ୍ନ ଜାଣି
,,,,,,,,,,,,,,,,,



Rate this content
Log in

Similar oriya poem from Classics