ଜୀବନ
ଜୀବନ
ମୁଁ ଚାଖିଥାନ୍ତି ସ୍ୱାଧୀନତାର ସ୍ୱାଦ
ମୁଁ ଗାଇଥାନ୍ତି ମୁକ୍ତିର ଗୀତ
ମୁଁ ସାଜିଥାନ୍ତି ମୈତ୍ରିର ପୂଜାରୀ
ମୁଁ ପଢିଥାନ୍ତି ସଫଳତାର ମନ୍ତ୍ର
ଜୀବନ ଗୀତଟିଏ ଗାଏ
ଜୀଵନ ବାଟଟିଏ ଚାଲେ
ଜୀବନ ଏକ ଏମିତି ଚିଜ
ଜୀବନ ନୁହେଁ ଭୋଗିବାକୁ ଯାତନା
ଜୀବନ ଏକ କୋଣାର୍କ ଶବ୍ଦର
ଜୀବନ କ୍ଷଣଭଙ୍ଗୁର ନୁହେଁ
ମୁଁ ଚାଖିଥାନ୍ତି ସ୍ୱାଧୀନତାର ସ୍ୱାଦ
ମୁଁ ଗାଇଥାନ୍ତି ମୁକ୍ତିର ଗୀତ
ମୁଁ ସାଜିଥାନ୍ତି ମୈତ୍ରିର ପୂଜାରୀ
ମୁଁ ପଢିଥାନ୍ତି ସଫଳତାର ମନ୍ତ୍ର
ଜୀବନ ଗୀତଟିଏ ଗାଏ
ଜୀଵନ ବାଟଟିଏ ଚାଲେ
ଜୀବନ ଏକ ଏମିତି ଚିଜ
ଜୀବନ ନୁହେଁ ଭୋଗିବାକୁ ଯାତନା
ଜୀବନ ଏକ କୋଣାର୍କ ଶବ୍ଦର
ଜୀବନ କ୍ଷଣଭଙ୍ଗୁର ନୁହେଁ