STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ଜୀବନ ନାଟକ

ଜୀବନ ନାଟକ

1 min
19

 ଜୀବନ ନାଟକ ସରି ସରି ଆସେ ଶେଷ ଦୃଶ୍ୟ ଅଛି ବାକି ବାଳୁତ କୈଶୋର ଯଉବନ ଅନ୍ତେ ପୌଢ଼ ଅବସ୍ଥା ପାଇଛି। ଦଦରା ନାବ ଟି କେବେ ବୁଡି ଯିବ ଏକା ଜାଣେ ଚକାଡୋଳା ସାରା ଜୀବନର ହିସାବ ନିକାଶ ମନେ ପଡ଼ଇ ନିରୋଳା। ପ୍ରାୟଶ୍ଚିତ ପାଇଁ ସମୟ ନ ଥାଏ ମନ ହୁଅଇ ଉଚ୍ଛନ୍ନ ବନ୍ଧୁ ପରି ଏକା ସାଥିରେ ଅଛନ୍ତି ସେ ପ୍ରଭୁ ଚକା ନୟନ। ଯେତେ ଦିନ ଅଛି ଆୟୁଷ ମୋହର ତାଙ୍କ ସେବା ତାଙ୍କ କର୍ମ କରିବାକୁ ହେବ କ୍ରମାଗତ ଭାବେ ସହଜ ହେବ ଜୀବନ। ତୁମ ଠାରେ ଭକ୍ତି ଦିଅ ମହାବାହୁ ପରିଣତ ବୟସରେ ମଣିଷ ଜନମ କରିବ ସାର୍ଥକ ମାଗେ ଭିକ୍ଷା ଶ୍ରୀ ପୟରେ। ,,,,,,,


Rate this content
Log in

Similar oriya poem from Action