Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmini Parida

Abstract

3  

Padmini Parida

Abstract

ଜୀବନ ଗୋଟିଏ ରଥଯାତ୍ରା

ଜୀବନ ଗୋଟିଏ ରଥଯାତ୍ରା

1 min
145


ରଥଯାତ୍ରାରେ ଜଗନ୍ନାଥ ଭାଇ ବଳଭଦ୍ର ,            

ଭଉଣୀ ସୁଭଦ୍ରା କୁ ନେଇ କରିଥିଲେ ଯାତ୍ରା !          

ମନୁଷ୍ୟ କୁ ଶିଖାଇଲେ ନିଜ ପରିବାର             

ସାଙ୍ଗରେ କର ତୁମେ ଯାତ୍ରା  !                   

ସୁଭଦ୍ରା ଭଉଣୀକୁ ସଙ୍ଗେ ଘେନି କରିଥିଲେ ଯାତ୍ରା       

ମନୁଷ୍ୟ କୁ ଶିଖାଇଲେ ନାରୀକୁ ସଶକ୍ତିକରଣର ବାର୍ତ୍ତା ! 

ହେ ପ୍ରଭୁ ଜଗନ୍ନାଥ କଳିଯୁଗେ ଚାଲୁଅଛି            

ବଧୂହତ୍ୟା, ଯୌତୁକପ୍ରଥା, ଦୁଷ୍କର୍ମର ଯାତ୍ରା !          

ହେ କାଳିଆ ଆପଣଙ୍କ ସୁଷ୍ଟିରେ ମଣିଷ ହିଁ ନାହିଁ        

ସୂଯ୍ୟା,ଚନ୍ଦ୍ର, ନଦୀ, ଗଛଲତା, ପୃଥିବୀ ସବୁ ଗତିଶୀଳ !  

ଶିଶୁ ଜନ୍ମଠାରୁ ଶାରୀରିକ ଏବଂ ମାନସିକ            

ବିକାଶର ସ୍ତର ସବୁବେଳେ ଗତିଶୀଳ !            

ଭାରତର ମୁନି ରୁଷିମାନେ ଯାତ୍ରାର ମହତ୍ୱକୁ          

ଏଇଠି ଉତ୍ସବ ଭାବି ପାଳନ କରୁଛନ୍ତି !             

ହେ ମୋର ବନ୍ଧୁମାନେ ଜୀଵନ ଯାତ୍ରାରେ            

ଆସୁଥିବା ବିପରୀତ ପରିସ୍ଥିତି କୁ ସଦାବେଳେ         

ଲଡାଇ କରିବା ପାଇଁ possitive ରହି ଯାତ୍ରା କରିବା !  

ଗୀତାର ଅନ୍ତିମ ଶ୍ଳୋକ ଅଛି ଯାହା ଶ୍ରୀକୃଷ୍ଣ ମାନେ ବିବେକ, ଅର୍ଜୁନ ମାନେ କର୍ମ !                   

ଜୀବନ ଯାତ୍ରାରେ ବିବେକ ହାତରେ ରଥର           

ଲଗାମ ରହିବା ଦରକାର !                     

ମନୁଷ୍ୟର ଯାତ୍ରା ସବୁବେଳେ ଶୁଭ               

ଏବଂ ହିତାକାରୀ ହେବା ଦରକାର  ।                     


Rate this content
Log in

Similar oriya poem from Abstract