STORYMIRROR

Geeta Sarangi

Abstract Inspirational Others

3  

Geeta Sarangi

Abstract Inspirational Others

ଜୀବନ ଗୀତା-୨୫୭

ଜୀବନ ଗୀତା-୨୫୭

3 mins
25.1K


ଜୀବନ କେବେ ଭୁଲି ପାରେନାହିଁ

ଭିଟାମାଟି ଗାଆଁ ତାର

ସଜଳ ସ୍ମୃତିରେ ଉଜ୍ଜଳି ଦିଶେ

ତା ଜନମ ଷଠିଘର ॥୦॥

ଗାଆଁତୋଟା ନଈପଠା

ଅଶିଣର କାଶତଣ୍ଡୀ

ଡାକୁଥାଏ ଆଆ

ଶୀତ ସକାଳର ଖରା

ସଞ୍ଜଧୁନି ନିଆଁ

ଆଖିରେ ତାହାର ଭରଇ ଲୁହ

ଝରିଯାଏ ଝରଝର ॥୧॥

ରଜଦୋଳି ବେତକୋଳି

ସପୁରି କାକୁଡି ଆମ୍ବ

ପଣସ ନଡିଆ

ନୀଳକଇଁ ଫୁଲଭରା

ସେ ଟୁବ ଗଡିଆ

ହୃଦୟେ ତାହାର କରିଛି ଘର

ନୁହେଁ କେବେ ଭୁଲିବାର ॥୨॥


Rate this content
Log in

Similar oriya poem from Abstract