Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Geeta Sarangi

Abstract


2  

Geeta Sarangi

Abstract


ଜୀବନ ଗୀତା-୪୪୯

ଜୀବନ ଗୀତା-୪୪୯

1 min 248 1 min 248

ଜୀବନର ମୂଲ୍ୟ

ବୁଝେନା କେହି

ମାଟି ପରି ପାଦେ

ଦିଏ ଆଡେଇ


ମରଣ ଯେବେ

ଡାକେ ଦୂଆରେ

ମାଟିର ମୂଲ

ସୁନାଠୁଁ ବଳେ

ଜୀବନ ଜିଇଁବା

ଆଶା ବଢଇ


ମାଟିର ମୂଲ

ଅମୂଲ ମୂଲ

ସୁନା ତ ଖାଲି

ଦେଖା ସୁନ୍ଦର

ଭୋକରେ ମାଟି ତ

ଭାତ ବାଢଇ



Rate this content
Log in

More oriya poem from Geeta Sarangi

Similar oriya poem from Abstract