STORYMIRROR
ଜୀବନ ଗୀତା-୪୪୯
ଜୀବନ ଗୀତା-୪୪୯
Geeta Sarangi
Others
3
-
Originality :
3.0★
by 1 user
-
-
Language :
3.0★
by 1 user
-
Cover design :
3.0★
by 1 user
Geeta Sarangi
Others
3
-
Originality :
3.0★
by 1 user
-
-
Language :
3.0★
by 1 user
-
Cover design :
3.0★
by 1 user
ଜୀବନ ଗୀତା-୪୪୯
ଜୀବନ ଗୀତା-୪୪୯
ଜୀବନର ମୂଲ୍ୟ
ବୁଝେନା କେହି
ମାଟି ପରି ପାଦେ
ଦିଏ ଆଡେଇ ॥୦॥
ମରଣ ଯେବେ
ଡାକେ ଦୂଆରେ
ମାଟିର ମୂଲ
ସୁନାଠୁଁ ବଳେ
ଜୀବନ ଜିଇଁବା
ଆଶା ବଢଇ ॥୧॥
ମାଟିର ମୂଲ
ଅମୂଲ ମୂଲ
ସୁନା ତ ଖାଲି
ଦେଖା ସୁନ୍ଦର
ଭୋକରେ ମାଟି ତ
ଭାତ ବାଢଇ ॥୨॥
More oriya poem from Geeta Sarangi
Download StoryMirror App