STORYMIRROR

Geeta Sarangi

Inspirational

4  

Geeta Sarangi

Inspirational

ଜୀବନ ଗୀତା

ଜୀବନ ଗୀତା

1 min
592

ଜୀବନର ସନ୍ତୁଳନ

ବିଗିଡିଗଲେ ଥରେ

ଧ୍ୱଂସର ଶିଳାନ୍ୟାସ

ହୁଏ ପୃଥିବୀ ପରେ ॥୦॥

ମନୁଷ୍ୟକୃତ ଯେତେକ

ଅସଙ୍ଗତ କର୍ମ

ବିଶ୍ୱକୁ ଧ୍ୱଂସ ମୁଖରେ

ନିଏ ନିତିଦିନ

ବିନାଶ ପଥରୁ ପୃଥ୍ୱୀ

ଆଉ ଫେରି ନପାରେ ॥୧॥

କେତେ ସୁନ୍ଦର ପୃଥିବୀ

ପ୍ରକୃତିର ଦାନ

ନଷ୍ଟ ପଥରେ ଆଗେଇ

ଯାଏ ପ୍ରତିକ୍ଷଣ

ମଣିଷ ଚାହିଁଲେ ତାକୁ

ରୋକି ଦେଇତ ପାରେ ॥୨॥

॥ଜୟ ଜଗନ୍ନାଥ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational