Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subhashree Behera

Abstract Inspirational

4  

Subhashree Behera

Abstract Inspirational

ଜୀବନ ଦୋଳି

ଜୀବନ ଦୋଳି

1 min
354


ସମୟ ଦୋଳି ରେ ତ ସବୁ ଜୀବନ ବନ୍ଦୀ ,

ନିଇତି ଝୁଲାଏ ଏ ଜୀବନ ଦୋଳି

କେତେ ହସ ଖୁସି ଲାଗି ରହିଥାଏ

କେତେ ମିଠା ଖଟା ସ୍ମୃତି ର ଆଭାସ ସେ ଦିଏ

ଜୀବନ ର ପ୍ରତିଟି ଶିଖର କୁ ଉନ୍ମୁକ୍ତ କରାଏ

ଏ ତ ଜୀବନ ଦୋଳି

ଅପାର ଖୁସି କୁ ନିଜ ଭାବ ରେ ଝୁଲାଏ 

ଏ ତ ଜୀବନ ଦୋଳି

ରଜ ର ଦୋଳି ସିନା ବର୍ଷକୁ ଥରେ ପ୍ରତିକ୍ଷୀତ ହୁଏ

କିନ୍ତୁ ଜୀବନ ଦୋଳି ଆମ ପାଇଁ ସର୍ବଦା ଉପେକ୍ଷିତ ହୁଏ ll


Rate this content
Log in

Similar oriya poem from Abstract