STORYMIRROR

Akshayakumar Dash

Romance Inspirational Others

3  

Akshayakumar Dash

Romance Inspirational Others

ଝର୍କାର ର ସେଫାଖେ

ଝର୍କାର ର ସେଫାଖେ

1 min
215

ଝର୍କାର ସେଫାଖେ ଦେଖେ

ଉନ୍ମୁକ୍ତ ଆକାଶ

ଅଗଣିତ ତାରା

ରୁପା ଜହ୍ନ

ଆଉ ସେଫାଳି ମହକ,

ରାତି ଆଉଦିନ

ଉତଙ୍ଗ ପର୍ବତ ଶିଖର

ପକ୍ଷୀମାନେ ଉଡିଯାନ୍ତି ନିଡ଼ ।

 ଶାନ୍ତ ସରଳ ବୃକ୍ଷ

ପଶୁ ସମ୍ପଦ ପୁଣି 

ଝାଂଜି ଖରା

ଛାଇଓ ଖରାର

ଲୁଚୁକାଳୀ ଖେଳ

ସକାଳର ସୂର୍ଯ୍ୟ

ସନ୍ଧ୍ୟା ହେଲେ ଉପଗତ

ଦୂର ଦିଗବଳୟରେ

ଲୁଚିଯାନ୍ତି ଦିବାକର।

ଦିନ ପରେ ରାତ୍ରି

ସାରାଦିନ ବ୍ୟସ୍ତରେ ଜୀବନ

ରାତ୍ରି ହେଲେ ଫେରିଆସେ ଗୃହ

ଅବିଶ୍ରାନ୍ତ ବିଶ୍ରାମ କୁଟୀର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Romance