STORYMIRROR

Pramila Sahoo

Abstract Romance Others

3  

Pramila Sahoo

Abstract Romance Others

ଜହ୍ନ ତୁମେ

ଜହ୍ନ ତୁମେ

1 min
27.9K


ଜହ୍ନ ତୁମେ ଲାଗ ଅତି ନିଜର

ରାତି ପାଇଁ ଜହ୍ନ ଯେମିତି

ତୁମେ ମୋ ପାଇଁ ସେମିତି

ଜହ୍ନ ବିନା ଆକାଶ ଅଧୁରା

 ତୁମ ବିନା ଏଇ ଜୀବନ ଫିକା

ତୋଫା ଫୁଲ ପରି ଲାଗ ତୁମେ

ମତେ ଦେଖିବାକୁ ଇଛା ହୁଏ ପ୍ରତିମୂହୁର୍ତ୍ତରେ

ବାୟାଚଢେଇର ବସା ପରି

ମୋ ମନରେ ବାନ୍ଧିଛି ବସା

 କେବେ ତୁମ ପରୀ ଜଗତକୁ ନେଇ ଯିବ

ହାତ ଧରି ମୋର ଏକା

ଜହ୍ନ ନିତି ତୁମ ପାଇଁ ଲେଖୁଛି କବିତା l.


Rate this content
Log in

Similar oriya poem from Abstract