STORYMIRROR

Sunanda Mohanty

Classics Inspirational Thriller

4  

Sunanda Mohanty

Classics Inspirational Thriller

ଇଶ୍ୱର 

ଇଶ୍ୱର 

1 min
0


ଦେଖିବାକୁ ଲୋଡ଼ା ନାହିଁ ଆଖି 
ସୂର୍ଯ୍ୟ ଦେଖିହେଉନି ମାଖି
ତାଙ୍କୁ ଦେଖିବା ସମ୍ଭବ କି 
ଛୁଇଁ ହେଉନି ଜମା ଦେବାକୁ ସାକ୍ଷୀ 
ଶୁଣିବାକୁ ନାହିଁ କାନ ନାକ ଆଖି 
ଅନୁଭବ କରିହୁଏ ପ୍ରାଣ ପକ୍ଷୀ 
ଏଇ ଅଛନ୍ତି ଏଇ ନାଁହାଁନ୍ତି ଦୋଛକି 
ସୁକ୍ଷ୍ମ ରୁ ସୁକ୍ଷ୍ମ ଅନୁଭୂତି ଦେଖି
କୋଉ କଲମ ଅବା ପାରିବ ଲେଖି 
ଚଳନ୍ତି ପିତା ମାତାଙ୍କୁ ଛୁଇଁ ଦେଖି ଶିଖି 
ଏବେ ଗୁଜୁରି ଗଲାପରେ କିଏ ଧରି ରଖି 
ପାରିଛି ନା ପାରିବ ତାଙ୍କୁ ବାନ୍ଧି ରଖି 
ତାଙ୍କୁ ବାନ୍ଧି ଛନ୍ଦି ପାରିବ କିଏ ସୁମୁଖୀ 
ଏଇତ ଦେଖ ଚକା ଚକା ଚାନ୍ଦ ପରି ଆଖି 
ତା ମଧ୍ୟେ ଯିବାକୁ ଲାଖି ପାଉନି ଆଖି 
ବିସ୍ମୟ ଅଭିଭୂତ ଅନୁଭୂତିର ସୂର୍ଯ୍ୟମୁଖି
,,,,,,,,,,,,,,,,


Rate this content
Log in

Similar oriya poem from Classics