Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Classics

3  

Suresh chandra Padhy

Classics

ସୁନା ର ଦେଶ ମୋ ଭାରତ ବର୍ଷ

ସୁନା ର ଦେଶ ମୋ ଭାରତ ବର୍ଷ

1 min
265



ସୁନାର ଦେଶ ମୋ ଭାରତ ବର୍ଷ

ଭରିଛି ସବୁ ଜୀବନେ ଆନନ୍ଦ ହର୍ସ ।


ଏହି ମାଟି ପବନ ରେ ଜନ୍ମ ହୋଇଛି ମୁହିଁ

ଏହି ମୋ ପବିତ୍ର ଭାରତ ଭୂଇଁ ।


ଏହି ମାଟି ରେ ସୁନାର ଫସଲ ହୁଏ

ଧର୍ମ ର ଧ୍ଵଜା ଏଠି ନୀତି ଉଡ଼ୁଥାଏ ।


ସବୁ ତୀର୍ଥ ଏଠି ରହି ଅଛି

କେତେ ପୁଣ୍ୟ ର ନଦୀ ବହି ଯାଉଛି ।


ହିମାଳୟ ଯାର ମୁକୁଟ ହୋଇ ଶୋଭା ପାଏ

ସାଗର ନୀତି ଯାର ଚରଣ ଧୁଏ ।


ବୀର ଯବାନ ଯାର ପ୍ରହରୀ ହୋଇ ଛନ୍ତି

ନିଜ ଜୀବନ ଦେଇ ଦେଶ ପାଇଁ ଲଢୁ ଛନ୍ତି ।


ତ୍ରିରଙ୍ଗା ପତାକା ଏହି ଦେଶରେ ଉଡି ଯାଉ ଅଛି

ଶାନ୍ତି ମୈତ୍ରୀ ପ୍ରଗତି ର କଥା ସେ କହୁଛି ।


ମୋ ଭାଷା ମୋ ସଂସ୍କୃତି ପାଇଁ ମୁଁ ଗର୍ବ କରୁଛି

ମୋ ଜନନି ଜନ୍ମଭୁମି ପାଇଁ ସମର୍ପିତ ହୋଇଛି ।


Rate this content
Log in