STORYMIRROR

Satyanarayan Sahoo

Romance Inspirational

3  

Satyanarayan Sahoo

Romance Inspirational

ହୋଲି

ହୋଲି

1 min
149

କେତେ ଖୁସି ଲାଗେ ଏ ହୋଲି ପରବ

 ପାଳନ କରିବା ପାଇଁ

ନାନା ପ୍ରକାରର ଫଗୁ ଓ ଅବିର 

ରଙ୍ଗ ବ୍ୟବହାର କରି ।


ହସି ଖେଳି ବୁଲି ନାଚି ଗାଇ ଗାଇ

ଖେଳି ବୁଲି ଆମେ ସବୁ

ଆହା କି ଆନନ୍ଦ ଉଲ୍ଲାସ ମଧ୍ୟରେ

 ମୁଖରିତ କରି ଦେଉ ।


ଏ ହୋଲ ଉତ୍ସବ ରଙ୍ଗର ପରବ

 ଦୋଳ ପୂର୍ଣ୍ଣିମା ଦିନରେ

ଅନୁଷ୍ଠିତ ହୁଏ ପୁର ପଲ୍ଲୀ ଗ୍ରାମ

ନଗର ଓ ସହରରେ ।



Rate this content
Log in

Similar oriya poem from Romance