STORYMIRROR

Satyanarayan Sahoo

Abstract Action Inspirational

3  

Satyanarayan Sahoo

Abstract Action Inspirational

ହୋଲି ପର୍ବ

ହୋଲି ପର୍ବ

1 min
182

ଫଗୁଣ ମାସରେ ହୁଏ ହୋଲି ଖେଳେ ପର୍ବ

 ପାଳନ କରନ୍ତି ଜନେ ମିଳି ମିଶି ସର୍ବ ।

ଭାତୃତ୍ବ ବନ୍ଧନେ ବାନ୍ଧେ ପ୍ରୀତି ଅନୁରାଗେ

 ପୁଲକିତ ପ୍ରାଣେ ନବ ଉନ୍ମାଦନା ଜାଗେ ।

ରୋମାଞ୍ଚ ଭରା ଏ ଦିଏ ଅନନ୍ୟ ସୁରଭି

 ଗନ୍ଧେ ବିମୋହିତ କରେ ସର୍ବଜନେ ଲଭି ।

ହୋଲି ପରବ ର ପୂତ , ଗନ୍ଧ ସ୍ୱାଦ ଧାରା

 ଅଲୌକିକ ଅନୁଭୂତି ସ୍ପନ୍ଦନ ରେ ଭରା ।


Rate this content
Log in

Similar oriya poem from Abstract