Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SushreeBaisakhi Sahoo

Abstract Inspirational Others

3  

SushreeBaisakhi Sahoo

Abstract Inspirational Others

ହେ ମଣିମା

ହେ ମଣିମା

1 min
201


ହେ ମଣିମା,

ଯୁଦ୍ଧ କ୍ଷେତ୍ରରେ ଠିଆ କରେଇଛ

ହାତରେ ଅଛି ଖଡ୍ଗ, ନିଃଶ୍ୱାସରେ ସାହସ

ବିଶ୍ୱାସରେ ଆଶା, ଆଉ ତୁମଠାରେ ଭରସା

ପ୍ରତିଦିନ ସୂର୍ଯ୍ୟ ବୁଡ଼ିଲେ

ମୋ ଥକା ପଣ ଦୁର୍ବଳ କରୁଛି

ହାରିବାର ଭୟ ପଛୁଆ ପ୍ରହାର କରୁଛି

ଅତୀତ ଆଖି ଭିଯାଉଛି

ବର୍ତ୍ତମାନ ରକ୍ତ ଝରାଉଛି

ସବୁପରେ ମୁଁ ପୁନଃ ଆପଣଙ୍କ 

ଶ୍ରୀ ବିଗ୍ରହ କୁ ଚାହୁଁଛି,

ଏକ ଅଦୃଶ୍ୟ ଶକ୍ତି ସବୁକିଛି 

ଠିକ୍ ହବାର ଆଶ୍ଵାସନା ଦେଇଛି

"ବ୍ରହ୍ମାଣ୍ଡ ନାୟକ ଯାହାର ପାଖରେ ଅଛି

କି ବା ଦୁଃଖ ତାର କରିପାରିବ କିଛି" ।

ଏହି ଶବ୍ଦଟି କହି ସେ ମନକୁ ସମବେଦନା ଦେଉଛି ।

 


Rate this content
Log in

Similar oriya poem from Abstract