Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Udayanath Swain

Abstract

4  

Udayanath Swain

Abstract

କାଉଡି ବାଲା

କାଉଡି ବାଲା

1 min
343



ରଁ ରଁ ଟ୍ରେନ୍ ଗଡିଲା

ଆସିଲେ କାଉଡି ବାଲା,

ଭୋଲା ବାବାଙ୍କ ପ୍ରିୟ ଚେଲା 

ଗାଁ ଠୁ ସହର ରଚିଲେ ଲୀଳା ,

ଭକ୍ତି ଭାବରେ ଠେଲା ପେଲା 

ପ୍ରସାଦ ଷ୍ଟଲ୍ ହେଲା ଖୋଲା ,

ଜଟାଧାରୀ , ପାର୍ବତୀପତି

ଜୟ-ଜୟକାର ଗୁଂଜରିଲା,

କୈଳାସନିବାସୀ, ଶ୍ମସାନବାସୀ

ଶିବ ପ୍ରାର୍ଥନା ବେଶ୍ ଜମିଲା , 

ଭ୍ରମଣ ଅବସର ଆସିଲା

କାଉଡିଆ ଘୁରି ବୁଲିଲା ।


କାଉଡି ବାଲା କରନ୍ତି କଣ ?

ଶୁଣ ମନ ଦେଇ ସୂଧିଜନ,

କାଉଡିଆଙ୍କ ସୁ-ଗୁଣ ମାନ

କରିବି ଆଜି ମୁଁ ବର୍ଣନ ,

ପ୍ରଭୁପାଦେ କିଛି ସୁଜନ

କରନ୍ତି ଆତ୍ମ ସମର୍ପଣ,

ଅନେକଛନ୍ତି ଶଠଜନ

କମ୍ ଭକ୍ତି, ବେଶି ପ୍ରଦର୍ଶନ,

କରନ୍ତି ଗଂଜେଇ ସେବନ

ମଜା ନିଅନ୍ତି ସୁରାପାନ ।


ଆମ ରାଜ୍ୟ ଏକ କୃଷି ଅର୍ଥନୀତି

କର୍ମଭୀରୁ ହେଲେ ହେବ ଅବନତି

ସପ୍ତାହକ ଥରେ ତିନି ଦିନ ଛୁଟି

କାମ ନକରି ମଜୁରୀ ଯାଏ କଟି l

         


Rate this content
Log in

Similar oriya poem from Abstract