STORYMIRROR

Bijaya Kumar Swain

Abstract

4  

Bijaya Kumar Swain

Abstract

ଏଇ ମୋ ଦେଶ, ଏଇ ମୋ ଭାରତଜଗତ

ଏଇ ମୋ ଦେଶ, ଏଇ ମୋ ଭାରତଜଗତ

1 min
242


ଏଇ ମୋ ଭାରତ

ଜଗତ ଯାକ ରେ

  ରହିଛି ଯା ଟେକ।


ପଞ୍ଚସ୍ତରି ତମ ଜନ୍ମତିଥି ଆଜି

 ଅମୃତର ମହୋତ୍ସବ

ଭାରତ ସନ୍ତାନ ପାଳୁଅଛୁ ଆଜି

  ମାଆ ମୋ ଜଗତେ ଶ୍ରେଷ୍ଠ

  ରହିଛି ଯାହାର ଟେକ।


ଜାତୀୟ ପତାକା ଉଡ଼ି ଫର ଫର

  ଗାଏ ଭାରତ ର ଜୟ

ସେହି ମୋ ଜନନୀ ବୀର ପ୍ରସବିନୀ

 ଦେଇଛି ସିଏ ଅଭୟ

  ଅନେକ ରେ ଆମେ ଏକ

  ରଖିବା ତାହାର ଟେକ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract