STORYMIRROR

Bijaya Kumar Swain

Inspirational

4  

Bijaya Kumar Swain

Inspirational

ତୁମେ ସତ ସବୁ ମିଛ

ତୁମେ ସତ ସବୁ ମିଛ

1 min
284


ତୁମେ ସତ ସବୁ ମିଛ

 ମିଛ ଏ ଜଗତ

ତୁମେ ସତ ଜଗନ୍ନାଥ।

ମିଛ ଏ ସଂସାର

ବାଲି ଘର ଖେଳ

ଖେଳ ଖେଳୁ ଖେଳୁ

ଗଡି ଯାଏ ବେଳ

ଘୋଟି ଆସେ ଅନ୍ଧାର

କାହିଁ ଦିଶୁ ନାହିଁ ପଥ।

 ତୁମେ ସତ ଜଗନ୍ନାଥ,,,,,

କେ ନୁହେଁ ନିଜର

ସବୁ ହେବେ ଦୂର

ଥିଲେ ପାଶେ ଧନ

କରିବେ ଯତନ 

ଚଲା ବାଟେ ଏକା 

ମିତ ପରା ଜଗନ୍ନାଥ।

ତୁମେ ସତ ଜଗନ୍ନାଥ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational