STORYMIRROR

Brundabana Pradhan

Classics

2  

Brundabana Pradhan

Classics

ଗୁରୁ

ଗୁରୁ

1 min
135

ସେ ମୋର ପ୍ରଥମ ଗୁରୁ 

ନାଆଁ ତାର ଅଟେ ମାଆ 

ଥରେ ନ ଦେଖିଲେ

ହେଉଥିସି କାଁ ଭାଁ ।

ସ୍ୱର୍ଗ ଠାରୁ ବାପା ମୋହର

ଯେସନ ଚଳନ୍ତି ଠାକୁର 

ସେବିବି ତାଙ୍କୁ ଗାଇ ଗାଇକା

କରୁଥିବି ସେବା ହସିହସିକା

ଅମା ଅନ୍ଧାରରେ ଆଲୋକ ଦେଇ 

ମୋ ପଥେ କୁସୁମ ବିଛାଇ 

ତାଙ୍କ ଆଶିଷ ଲଭି ମୁଁ ଆଜି 

ପ୍ରଣିପାତ କରେ ତାଙ୍କୁ ମୁଁ ହେବି। 



Rate this content
Log in

Similar oriya poem from Classics