Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smitarani Barik

Inspirational

3  

Smitarani Barik

Inspirational

ଗୁରୁ ତୁମେ

ଗୁରୁ ତୁମେ

1 min
298



ଗୁରୁ ତୁମେ

ଅଜ୍ଞାନ ତିମିରେ ଆଲୋକ

କଣ୍ଟକ ପଥର ଫୁଲକ........

ଗୁରୁ ତୁମେ

ଅଝଟ ଶିଶୁର ଶାସନ

ଝଡରେ ମଳୟ ପବନ........

ଗୁରୁ ତୁମେ

ଦଦରା ନାଆର ନାଉରି

ନିଷ୍କାମ ଜାଗ୍ରତ ପ୍ରହରୀ.......

ଗୁରୁ ତୁମେ

ମନୁଷ୍ୟ ନିର୍ମାଣେ ସୃଜନ

ଆଶାର ସୁଉଚ୍ଚ ତୋରଣ.......

ଗୁରୁ ତୁମେ

କ୍ଳାନ୍ତ ପଥିକର ପ୍ରେରଣା

ଭ୍ରାନ୍ତ ମନେ ସ୍ୱଚ୍ଛ ଧାରଣା.......

ଗୁରୁ ତୁମେ

ସ୍ୱୟଂ ଅବତାର ଈଶ୍ୱର

ଜ୍ଞାନ ଗାରିମାର ଭଣ୍ଡାର........

ଗୁରୁ ତୁମେ

ଭ୍ରମିତର ଦିଗ ଦର୍ଶକ

ଅସମ୍ଭବ ମଧ୍ୟେ କୁହୁକ........

ଗୁରୁ ତୁମେ

ସଂସ୍କାରର ରଥେ ସାରଥି

ଜ୍ଞାନମୟ ଜ୍ଞାନ ମୁରତି.........

    



Rate this content
Log in

Similar oriya poem from Inspirational