STORYMIRROR

Sunanda Mohanty

Action Inspirational Thriller

4  

Sunanda Mohanty

Action Inspirational Thriller

ଗୁରୁ ଶ୍ରେଷ୍ଠ ନର ରୂପୀ ନାରାୟଣ  ,,,,,,,,,,,,,,,,,,,,

ଗୁରୁ ଶ୍ରେଷ୍ଠ ନର ରୂପୀ ନାରାୟଣ  ,,,,,,,,,,,,,,,,,,,,

1 min
1


ଗୁରୁ ବିନା ନାହିଁ ମୁକ୍ତି,ଗୁରୁ ହିଁ
 ସ୍ୱତନ୍ତ୍ର ସାମର୍ଥ୍ୟ ଶକ୍ତି 
ଗୁରୁଙ୍କୁ କଲେ ଭକ୍ତି 
ଅପାର ଶାନ୍ତି ପ୍ରାପ୍ତି 
ଗୁରୁ ବିନା ଅନ୍ଧକାର 
 ସପ୍ତସ୍ୱରରେ ନଥାଏ ଝଙ୍କାର 
ଇନ୍ଦ୍ରଧନୁରେ ରଙ୍ଗ ତୃପ୍ତିର 
ଗୁରୁ ଶିଖାନ୍ତି ଦେଖାନ୍ତି 
ପଥ ପାଥେୟ 
ଅନ୍ଧକାର ଫେଡ଼ି ଆଲୋକ ଦ୍ୱାର 
ଗୁରୁଙ୍କୁ ନମଣିବ ନର 
ଗୁରୁହିଁ ସାକ୍ଷାତ ନର ରୂପୀ ଇଶ୍ୱର 
ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର 
ନର ମଧ୍ୟରେ ଗୁରୁ ସାର 
କେବେ ମୁନି,ଋଷି, ସନ୍ଥ ଓ ପାନ୍ଥ ଆକାର 
ପୁଣି କେବେ ସ୍ୱୟଂ ନିରାକାର 
ଗୁରୁ ଭକ୍ତି ଦେଖାଏ ପଙ୍କ୍ତି ଓ ପନ୍ତି 
ଯାହା ଦରକାର 
ସ୍ଥିତପ୍ରଜ୍ଞ ହେବାକୁ ହେଲେ ପୂଜ ଗୁରୁ 
ଚିହ୍ନି ପଦଚିହ୍ନ 
ଯାହା ଅମଳିନ ଚିର ଭାସ୍ଵର
ପ୍ରଣାମ ଆକାର ପ୍ରଣାମ ନଶ୍ଵର ଇଶ୍ୱର 
,,,,,,,,,,,,,,,,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action