STORYMIRROR

Sunanda Mohanty

Action Inspirational Thriller

4  

Sunanda Mohanty

Action Inspirational Thriller

ଗୁରୁ ଗାଥା 

ଗୁରୁ ଗାଥା 

1 min
0


ତ୍ୟାଗ ଦୟା କ୍ଷମା ସହ ନିଶ୍ଵାର୍ଥପରତା 
ଗୁରୁ ଶିଶ୍ୟ ମଧ୍ୟେ ଭାବପ୍ରବଣତା 
ଥିଲା ସେତେବେଳେ ଗୁରୁକୁଳେ 
ଆଜି ସେପାଇଁ ଆରୁଣୀ ଉପମନ୍ୟୁ 
ପ୍ରସିଦ୍ଧି ଉଦାହରଣ ରୂପେ ପୂଜିତା 
ଗୁରୁ ପୂଜନ ପାଇଁ ଏକଲବ୍ୟ ଦାତା 
ଗୁରୁ ବିନା ଜୀବନର ମାର୍ଗ 
ନିହାତି ଅପରିମାଣଦର୍ଶିତା 
ପାଠ ସହ ଶାଠ ଶିଖାନ୍ତି ଧରି ଓଠ 
କହନ୍ତି ଜୀବନ ଗୁଣବତ୍ତା 
ବିଷୟଭିତ୍ତିକ ପାଠ୍ୟକର୍ମ ସହିତେ 
କଥା ଗୀତେ ଜୀବନ ସଂହିତା 
ରାଧାକ୍ରିଷ୍ଣନଙ୍କ ଜନ୍ମଦିନ ଦେବା କଥା 
ଆମ ଦେଶ ଗୁଣୀ ସନ୍ଥ ସାଧୁଙ୍କ ଗାଥା 
ଲେଖା ଇତିହାସ ଭବେ ଭାବ ସଂସ୍ଥିତା
ଗୁରୁଙ୍କ ପରି ପୁସ୍ତକ ଭାଗବତ ଗୀତା


Rate this content
Log in

Similar oriya poem from Action