Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Manoj kumar Maharana

Fantasy

3  

Manoj kumar Maharana

Fantasy

ଗ୍ରିଟିଙ୍ଗ୍...

ଗ୍ରିଟିଙ୍ଗ୍...

1 min
17



କ'ଣ ଆଜି ବି ସାଇତି ରଖିଛ

ନା ହଜେଇ ଦେଇଛ...

ମୁଁ ଦେଇଥିବା ଗ୍ରିଟିଙ୍ଗ୍ ସବୁକୁ ??

ଶେଷ ଥର ପାଇଁ 

୨୦୦୯ ମସିହାରେ..

ନୂଆ ବର୍ଷ ଦିନ

ମାେ ବଉଳ ମଧୁସ୍ମିତା ହାତରେ

ପଚାଶ ପଇସିକିଆ ଚାରିଟା କୋକିସ୍ ଚକଲେଟ୍

ଛଅ ଟଙ୍କିଆ ମଣ୍ଟେକ୍ସ୍ ପେନ୍

ଆଉ ଦୁଇ ଟଙ୍କିଆ ସେ ଫୋଲ୍ଡିଙ୍ଗ ଗ୍ରିଟିଙ୍ଗ୍ କୁ ??

ଯେଉଁ ଗ୍ରିଟିଙ୍ଗ୍ ରେ ମୁଁ ଲେଖିଥିଲି

   "ଗୋବର ଗଦାରେ ଫୁଟିଛି କଇଁ,

    ଏ ସାଙ୍ଗକୁ କେବେ ଭୁଲିବ ନାହିଁ ।"

" ଟେବୁଲ ଉପରେ ପିଜୁଳି ଜାମୁ

 ଆମ ଭଲପାଇବା କେବେ ନ କମୁ ।"

       


Rate this content
Log in

Similar oriya poem from Fantasy