STORYMIRROR

ପବିତ୍ର ବେହେରା , ସମ୍ବଲପୁର

Romance Fantasy Others

3  

ପବିତ୍ର ବେହେରା , ସମ୍ବଲପୁର

Romance Fantasy Others

ଗୋଟେ ଖୁସି ଆଉ

ଗୋଟେ ଖୁସି ଆଉ

1 min
12K

ଆସିଛେ ସମିୟା ଦେଖ ଖାସ୍ ତୁମର୍ ଲାଗି

             ଦେଖ ନିଜେ ନିଜ୍ କେ,

ଭୁଲ୍ ଠିକ୍ ର‌ ବିଚାର୍ ଆପଣମାନେ

               ବତ ସବ୍ କେ।।


ବଡ୍ ଘରେ ଖାଲି    ନି ଥିସି ଭାଇ

          ସରଗ୍ ଲେଖେ ସୁଖ୍,

ଲୁଣ୍ ଟିକେ ଭାତ୍ ମୁଠେ    ଖାଏମୁ ଆମେ

          ହେଉପଛେ ମୁରୁଖ୍।।


ଦୁନିଆଁ ର୍ କଥା କାଁ ଶୁଣ୍ ବୁ ଆଏଜ୍ କହେବେ ଭଲ୍

            କାଲ୍ କେ କହେବେ ଖରାପ୍,

ତାଙ୍କର୍ କଥାକେ ଦେଲେ ମନେ ଘର୍

            ନିଜେ ପାଇବୁ ଶାପ୍।।


ଯେତେ ବି ଆସ୍ ଲେ     ଦୁଃଖ୍ ପୀଡା

          ନାଇଁ ଭାବ୍ ବୁ ବେଶି ଆଉ,

ନିଜେ ନିଜ୍ କେ      କହେବୁ ତୁଇ

       ଇଟା ଗୁଟେ ଖୁସି ଆଉ।।


ଯେନ୍ ଟା ତ ହେଲାନ  ପାର୍ ବୁ କାଏଁ

           ତାକେ ଫେରେଇ,

ତୁଚ୍ଛା ଟାକେ ତୁଇ   ନିଜର ମନ୍ କେ

           ଦେଉଛୁ ଡରେଇ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance