STORYMIRROR

Neelima Nivedita Behera

Romance

2  

Neelima Nivedita Behera

Romance

ଏଣୁତେଣୁ ୧୧

ଏଣୁତେଣୁ ୧୧

1 min
13.5K


ଆସିବ ସେ ଦିନ ଯେବେ ରାଜା ମୋର ଆସିବ

ରାଣୀ କରି ମୋତେ ତାର ପ୍ରାସାଦକୁ ନେବ

ଗୋଲାପି ଓଠରେ ମୋ ଥିରି ଫଗୁଣ ହସୁଥିବ

ଆଖିର କାକର ମୋ ସେବେ କୁହୁଡ଼ି ପାଲଟିବ

କେଜାଣି ସେ ତିଥି ବାର କ'ଣ ହେଇଥିବ

ଆଗମନୀ ଜୀବନ ମୋ

ମୃତ୍ୟୁରେ କି ଶେଷ ବିଦାୟ ନେଉଥିବ !

#


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance