Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mahesweta Panigrahi

Romance

4.0  

Mahesweta Panigrahi

Romance

ଏଇମିତି ବେଳେବେଳେ

ଏଇମିତି ବେଳେବେଳେ

1 min
221



ଏଇମିତି ବେଳେବେଳେ

କେବେ ପୁଣି ନିରୋଳାରେ

ଇଚ୍ଛା ହୁଏ ଡେଣା ଝାଡି

ଉଡିବାକୁ ଆକାଶରେ

କିନ୍ତୁ, ଦେଖ ତ!

ଓହୋ! ଆକାଶଟା କେତେ ଦୂରେ।

ଏଇମିତି ବେଳେବେଳେ।



ଏଇମିତି ବେଳେବେଳେ

ଅପହଞ୍ଚ ଦୁନିଆର ଇଲାକାରେ

ଜିଇଁବାକୁ ମନ ଚାହେଁ

ଜୀବନକୁ ଆଞ୍ଜୁଳାଏ

ତାରା ଫୁଲ ପରି

ଆନନ୍ଦରେ ବିଞ୍ଚି ଦିଏ

ଏଇମିତି ବେଳେବେଳେ ।


Rate this content
Log in

Similar oriya poem from Romance