STORYMIRROR

Mahesweta Panigrahi

Inspirational

3  

Mahesweta Panigrahi

Inspirational

ତୁମେ ହିଁ ତୁମେ

ତୁମେ ହିଁ ତୁମେ

1 min
169


ଏକ ପୂର୍ଣ୍ଣତାରେ ତୁମେ, ଶୂନ୍ୟତାରେ ତୁମେ

ମୋ ଅନ୍ତରରେ ତୁମେ, ବାହ୍ୟରେ ତୁମେ

ଚତୁଃପାର୍ଶ୍ଵରେ ତୁମେ, ଆଭ୍ୟନ୍ତରରେ ତୁମେ

ସର୍ବତ୍ର ତୁମେ,ତୁମେ

ତୁମେ ହିଁ ତୁମେ ।


ଏଇ ବିଚାରରେ ତୁମେ, ବ୍ୟବହାରରେ ତୁମେ

ପ୍ରତି ଶବ୍ଦରେ ତୁମେ,ସାନିଧ୍ୟରେ ତୁମେ

ଅନ୍ତରରେ ତୁମେ, ଅନନ୍ତରେ ତୁମେ

ଅନ୍ତରୀକ୍ଷରେ ତୁମେ

ତୁମେ ହିଁ ତୁମେ ।


ଜ୍ଞାତରେ ତୁମେ ଅଜ୍ଞାତରେ ତୁମେ

ଆଲୋକରେ ତୁମେ, ଅନ୍ଧକାରେ ତୁମେ

କାର୍ପଣ୍ୟରେ ତୁମେ, ବଦାନ୍ୟରେ ତୁମେ

ସର୍ବସାରରେ ତୁମେ

ତୁମେ ହିଁ ତୁମେ ।


Rate this content
Log in

Similar oriya poem from Inspirational