STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ପ୍ରେମ ଆଲିଙ୍ଗନ

ପ୍ରେମ ଆଲିଙ୍ଗନ

1 min
147


ଯୁଗେ ଯୁଗେ ପ୍ରେମ ହୁଏ

     ପ୍ରେମର କେବେ ଅନ୍ତ ନଥାଏ

ପ୍ରେମରେ ଆଲିଙ୍ଗନ କରିବା

     ପ୍ରେମର ମହାନତାକୁ ବୁଝିବା

ପ୍ରେମ ପାଇଁ ସବୁ ତ୍ୟାଗ କରିବା

    ପ୍ରେମ ହୃଦୟର ଭାଷା ବୁଝିବା

ପ୍ରେମ କରେ ଯିଏ ମହାନ ସିଏ

  ପ୍ରେମ କରିଲେ ମଣିଷ ନିଜର ହୁଏ

ପ୍ରେମରେ ଦୁଃଖ ଦୂରେଇ ଯାଏ

   ପ୍ରେମରେ ସବୁ ସୁଖ ମିଳିଯାଏ

ପ୍ରେମ ହୃଦୟରୁ ଝରି ଥାଏ

   ପ୍ରେମରେ କାମନା କିଛି ନଥାଏ

ପ୍ରେମ ଆଲିଙ୍ଗନ କଲେ ସମ୍ପର୍କ ହୁଏ

  ପ୍ରେମ ପାଇଁ ସବୁ ଭୁଲି ହୋଇଯାଏ

ପ୍ରେମରେ କପଟ ରହେନାହିଁ

  ପ୍ରେମ ନ ରହିଲେ ବଞ୍ଚି ହୁଏନାହିଁ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational